Комментарии:
3000 re bad bepar karib
Ответить୫ ବର୍ଷ ରେ ୫୦,୦୦୦ ହେଲେ
୧ ବର୍ଷ କୁ ୧୦,୦୦୦ ହେବ,
୩୦ ଦିନ ବା ମାସକୁ ୮୩୩ ହେବ,
ଦିନକୁ ୨୭.୭୬ ପଇସା ପଡ଼ିବ।
ତେବେ, ପ୍ରଶ୍ନ ଉଠେ, ମାସକୁ ୮୩୩ ରେ ନା, ଦିନକ ୨୭ ଟଙ୍କାରେ ଜଣେ ମହିଳା ସ୍ବାବଲମ୍ବୀ ହେବ?.
ନା ବ୍ୟବସାୟ କରିବ?.
ଯେଉଁ ଗରିବ ମହିଳା କେବେ ହଜାର ହଜାର ଟଙ୍କା ଦେଖିନି, ସେ BJP ର ଏହି ମାୟା ଜାଲରେ ଛନ୍ଦି ହେବ
ସମସ୍ତେ ତ ବ୍ୟବସାୟ କରିବ କଣିବ କିଏ ?
Ответить